ବଙ୍ଗଳାର ‘ମହାରାଜା’ ଏବେ ରାଜନୀତି ମଇଦାନରେ? || Is the ‘Maharaja’ of Bengal now in the political arena?

କ୍ରିକେଟ୍ ପଡ଼ିଆରେ ତ ଆପଣ ‘ଦାଦା’ଙ୍କ ଚୌକା ଏବଂ ଛକା ଅନେକ ଦେଖିଛନ୍ତି। ଯେତେବେଳେ ସେ ଲର୍ଡସ୍ ବାଲକୋନିରେ ଶାର୍ଟ କାଢି ଓଡ଼ାଇଥିଲେ, ସେତେବେଳେ ପୁରା ବିଶ୍ୱ ଦେଖିଥିଲା ଜଣେ ବାଘ ସନ୍ତାନର ଗର୍ଜନ। ପଶ୍ଚିମବଙ୍ଗର ‘ମହାରାଜା’ ସୌରଭ ଗାଙ୍ଗୁଲି କ’ଣ ଏବେ ରାଜନୈତିକ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଉଛନ୍ତି? ବହୁ ଦିନରୁ ଚାଲିଥିବା ଏହି ସସପେନ୍ସ ଉପରୁ ଏବେ ପରଦା ହଟିବାକୁ ଯାଉଛି। କ’ଣ ବାସ୍ତବରେ ଭାରତୀୟ ଜନତା ପାର୍ଟିର ଗୋଟି ଚାଳନା ସଫଳ ହେବ? … Continue reading ବଙ୍ଗଳାର ‘ମହାରାଜା’ ଏବେ ରାଜନୀତି ମଇଦାନରେ? || Is the ‘Maharaja’ of Bengal now in the political arena?