Is the Indian Economy Really Dead? ।। କ’ଣ ଆର୍ଥିକ ମାନ୍ଦାବସ୍ଥା ଭିତରେ ଭାରତ?

ଭାରତ କଣ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଯାଉଛି? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକରୁ ଆରମ୍ଭ କରି ଅର୍ଥ ବିଶେଷଜ୍ଞଙ୍କ ମନରେ ବି ଉଙ୍କି ମାରିଛି। ତେବେ ଭାରତ ଗତ ଦୁଇ ବର୍ଷ ମଧ୍ୟରେ ବହୁତ ଭଲ ପ୍ରଦର୍ଶନ କରିଛି। ଦେଶର ଅଭିବୃଦ୍ଧି ହାର ହାରାହାରି ୭ ପ୍ରତିଶତ ରହିଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ଵରେ ଚିନ୍ତା ସୃଷ୍ଟିକରିଛି । ଏହା ଭାରତକୁ ମଧ୍ୟ ପ୍ରଭାବିତ କରୁଛି। … Continue reading Is the Indian Economy Really Dead? ।। କ’ଣ ଆର୍ଥିକ ମାନ୍ଦାବସ୍ଥା ଭିତରେ ଭାରତ?