ପାକିସ୍ତାନ ପଟୁ ପରମାଣୁ ଆକ୍ରମଣକୁ ରୋକିବାରେ ସକ୍ଷମ କି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ?

୭ ମଇ ୨୦୨୫ର ରାତି ପାକିସ୍ତାନ ପାଇଁ ନ ଭୁଲିଲା ଭଳି ରାତି ହୋଇଯାଇଛି। ପାକିସ୍ତାନ ଇତିହାସରେ ଏହି ରାତି କାଳାରାତି ଭାବେ ସବୁଦିନ ପାଇଁ ରହିବ, ଯେଉଁ ରାତିରେ ଭାରତୀୟ ମିସାଇଲ ପାକିସ୍ତାନରେ ଆତଙ୍କ ଉପରେ ମହାକାଳ ହୋଇ ପଡ଼ିଥିଲା। ସେମାନଙ୍କ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଭାରତ ଏହି କାର୍ଯ୍ୟାନୁଷ୍ଠାନର ନାମ ଦେଇଛି ‘ଅପରେସନ ସିନ୍ଦୁର’। କାରଣ ସେହି ଆତଙ୍କବାଦୀମାନେ ନବବିବାହିତା ଏବଂ ଅନ୍ୟ ମହିଳାମାନଙ୍କର ମଥାର ସିନ୍ଦୁରକୁ ସେମାନଙ୍କ ଆଖି ସାମ୍ନାରେ ନଷ୍ଟ … Continue reading ପାକିସ୍ତାନ ପଟୁ ପରମାଣୁ ଆକ୍ରମଣକୁ ରୋକିବାରେ ସକ୍ଷମ କି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ?