Is the dog census going well? ।। କୁକୁର ଗଣତି ଠିକ ଚାଲିଛି ତ?

ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ଵରରେ ବୁଲାକୁକୁର ଗଣତି ଆରମ୍ଭ ହୋଇଛି। ସାହି ଗଳିକନ୍ଦି ବୁଲି କୁକୁର ଗଣିବାକୁ ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ଗଣତି ଚାଲିବ। କିନ୍ତୁ ଏହି କୁକୁର ଗଣତି ଠିକରେ ହେଉଛି ତ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିବା ଆରମ୍ଭ କଲାଣି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କେବଳ ଏହି ଚର୍ଚ୍ଚା ହେଉଛି। କାରଣ ଯେଉଁମାନେ କୁକୁର ଗଣତିରେ ନିୟୋଜିତ ଅଛନ୍ତି, ସେମାନେ … Continue reading Is the dog census going well? ।। କୁକୁର ଗଣତି ଠିକ ଚାଲିଛି ତ?