ବିଜେପି ସରକାର ସତରେ ମଦ ବିରୋଧୀ କି? || Is the BJP government really anti-liquor?

ରାଜନୀତିରେ ଦୁଇଟି କଥା ସବୁବେଳେ ମହତ୍ତ୍ୱ ପାଏ- ପ୍ରତିଶ୍ରୁତି ଏବଂ ପ୍ରଦର୍ଶନ। ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଦିଆଯାଇଥିବା ମିଠା ମିଠା ପ୍ରତିଶ୍ରୁତି ଯେତେବେଳେ ଶାସନକୁ ଆସିଲେ ତାହା ପ୍ରତାରଣାରେ ପରିଣତ ହୋଇଛି। ବିଜେପିର ପ୍ରତିଶ୍ରୁତିରୁ କେଉଁଗୁଡ଼ିକ ସତ୍ୟ, କେଉଁଗୁଡ଼ିକ କଳ୍ପନା- ସେହି ଅସଲି ଚିତ୍ର ଏକାଧାରେ ସମାଜ, ନିର୍ବାଚନ ଏବଂ ଶାସକଙ୍କ ବିଶ୍ୱସନୀୟତାକୁ ଦେଖାଇ ଦେଇଥାଏ। ଏ ପର୍ଯ୍ୟନ୍ତ ବହୁ ସମସ୍ୟାରେ ବିଜେପି ସରକାରର ବିଫଳତାକୁ ବିପକ୍ଷୀ ନେତାମାନେ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। … Continue reading ବିଜେପି ସରକାର ସତରେ ମଦ ବିରୋଧୀ କି? || Is the BJP government really anti-liquor?