ପାଣ୍ଡିଆନଙ୍କୁ ଡରୁଛି ବିଜେପି? II Is the BJP afraid of Pandian?

ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ପ୍ରଶ୍ନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି—”ପାଣ୍ଡିଆନଙ୍କୁ କାହିଁକି ଡରୁଛି ବିଜେପି?” ୨୦୨୪ ନିର୍ବାଚନ ସମୟରେ ଯେଉଁ ବିଜେପି ନେତାମାନେ ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ, ଆଜି ସେହି ସରକାର କ୍ଷମତାରେ ଥାଇ ମଧ୍ୟ ପାଣ୍ଡିଆନଙ୍କୁ କାହିଁକି ସାମ୍ନା କରିବାକୁ ପଛାଉଛି? ରାଜ୍ୟରେ ବିଜେପିର ନିଜସ୍ୱ ସରକାର ଥାଇ ମଧ୍ୟ କାହିଁକି ବିଜେପି … Continue reading ପାଣ୍ଡିଆନଙ୍କୁ ଡରୁଛି ବିଜେପି? II Is the BJP afraid of Pandian?