କ’ଣ ବାଂଲାଦେଶ ସେନା ଦେଶର କ୍ଷମତା ହାତେଇବାକୁ ଯାଉଛି?

ଢାକାରେ ଗତ କିଛିଦିନ ମଧ୍ୟରେ ଘଟିଥିବା ଘଟଣାକ୍ରମ ଏବଂ ରାଜନୈତିକ ବୟାନବାଜୀ ପରେ ଏହି ପ୍ରଶ୍ନ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ଉଠୁଛି। ଗତ ସପ୍ତାହ ପୂରା ବାଂଲାଦେଶର ରାଜନୈତିକ ମହଲ ଏବଂ ସୋସିଆଲ ମିଡିଆରେ ସେନାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାର ଆରମ୍ଭ ନୂଆ ଗଠିତ ନ୍ୟାସନାଲ ସିଟିଜନ୍ ପାର୍ଟି (ଏନସିପି)ର ଜଣେ ପ୍ରମୁଖ ନେତା ତଥା ଗତବର୍ଷ ଜୁଲାଇରେ ହାସିନା ବିରୋଧୀ ଆନ୍ଦୋଳନର ମୁଖ୍ୟ ଚେହେରା ହସନତ ଅବଦୁଲ୍ଲାଙ୍କ ଫେସବୁକ୍‍ ପୋଷ୍ଟରୁ ହୋଇଥିଲା, ଯାହା ରାଜନୈତିକ … Continue reading କ’ଣ ବାଂଲାଦେଶ ସେନା ଦେଶର କ୍ଷମତା ହାତେଇବାକୁ ଯାଉଛି?