ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ହିନ୍ଦୁ ଧର୍ମ ଗ୍ରହଣ କରିବେ କି?

Laurene Powell: ଆପଲର ସହମାଲିକ ତଥା ଏହାର ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ପ୍ରୟାଗରାଜରେ କଳ୍ପବାସ କରୁଛନ୍ତି। ତାଙ୍କ ଗୁରୁ କୈଳାସାନନ୍ଦ ଗିରି ତାଙ୍କୁ ହିନ୍ଦୁ ନାମ କମଳା ଦେଇଥି ଗୋତ୍ର ମଧ୍ୟ ସ୍ଥିର କରିଛନ୍ତି। ଏହାପରେ ସେ ହିନ୍ଦୁ ହେବାକୁ ଯାଉଛନ୍ତି କି ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଆପଲର ସହ ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ଜବ୍ସ ଭାରତରେ ଅଛନ୍ତି। ମହାକୁମ୍ଭର ପ୍ରଥମ ଦିନରେ ସେ ପବିତ୍ର ତ୍ରିବେଣୀ ସଙ୍ଗମରେ … Continue reading ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ହିନ୍ଦୁ ଧର୍ମ ଗ୍ରହଣ କରିବେ କି?