କ’ଣ ସାୟୋନି ଘୋଷ ଏବେ ରାଘବ ଚଢାଙ୍କ ସହ ଜଡିତ ଶିବିର ମୁହାଁ ; ଯାହାକୁ ସେ ଥରେ ‘ଚଡ୍ଡା ରୁ ଚଡ୍ଡି’ ବୋଲି ପରିହାସ କରିଥିଲେ ? || Is Sayoni Ghosh now the head of the Shivira associated with Raghav Chadha, whom he once mocked as ‘Chadda ru Chaddi’?

ପଶ୍ଚିମବଙ୍ଗ ରାଜନୀତିରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଅସ୍ଥିରତା ଦେଖାଦେଇଛି । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସାୟୋନି ଘୋଷ ଦଳୀୟ ନେତୃତ୍ୱ ବିରୋଧରେ ଠିଆ ହୋଇଥିବା ଅସନ୍ତୁଷ୍ଟ ଗୋଷ୍ଠୀ ସହିତ ଯୋଗାଯୋଗରେ ଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବୋଲି ଜଣାପଡିଛି । ଏହି ଘଟଣା ରାଜ୍ୟ ରାଜନୀତିରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ସମ୍ଭାବ୍ୟ NDA ସମର୍ଥନକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ,କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ … Continue reading କ’ଣ ସାୟୋନି ଘୋଷ ଏବେ ରାଘବ ଚଢାଙ୍କ ସହ ଜଡିତ ଶିବିର ମୁହାଁ ; ଯାହାକୁ ସେ ଥରେ ‘ଚଡ୍ଡା ରୁ ଚଡ୍ଡି’ ବୋଲି ପରିହାସ କରିଥିଲେ ? || Is Sayoni Ghosh now the head of the Shivira associated with Raghav Chadha, whom he once mocked as ‘Chadda ru Chaddi’?