ସନାଙ୍କୁ ଏବେ ଜମି ନିଶା? || Is Sana addicted to land now?

ଓଡ଼ିଶାର ରାଜନୀତିରେ ଅନେକ ସମୟରେ ଏମିତି କିଛି ଘଟଣା ଘଟେ, ଯାହା ପ୍ରଥମେ ସାଧାରଣ ଲାଗେ, କିନ୍ତୁ ତାହାର ଭିତରେ ଲୁଚିଥାଏ ବଡ଼ ରାଜନୀତିକ ସନ୍ଦେଶ। ଚିଠି, ପ୍ରଶ୍ନ, କିମ୍ବା ବିଧାନସଭାରେ ଉଠିଥିବା ସାଧାରଣ ଦାବି—ଏହା ଦେଖିବାକୁ ଯେତେ ସରଳ, ତାହାର ପଛର ଅର୍ଥ ସେତେ ଗଭୀର ହୋଇପାରେ। ଏବେ ସେହିପରି ଏକ ଚିଠି ନମ୍ବର ୧୨୯୧ କୁ ନେଇ ରାଜନୀତିକ ମହଳରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଅଛନ୍ତି ଖଣି ଅଞ୍ଚଳର … Continue reading ସନାଙ୍କୁ ଏବେ ଜମି ନିଶା? || Is Sana addicted to land now?