କ’ଣ ଓଡ଼ିଶାର ପ୍ରିୟଙ୍କା ଆଇଏସଆଇ ଆସେଟ୍?

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ମାମଲାରେ ପୁରୀର ପ୍ରିୟଙ୍କା ସେନାପତିଙ୍କ ନାମ ଆସିବା ପରେ ଏହି ପ୍ରଶ୍ନ ଉଠିଲାଣି। ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂତ୍ର ଉଧାର କରି ପ୍ରିୟଙ୍କାଙ୍କ କଥା ଉଠାଇଲେଣି। ପ୍ରିୟଙ୍କାଙ୍କୁ ସ୍ଥାନୀୟ ପୋଲିସ ସହିତ ଆଇବି ଜେରା କରିଛି ବୋଲି ରିପୋର୍ଟ ଆସୁଛି। ଏହା ଭିତରେ ପ୍ରଶ୍ନ ଉଠୁଛି ପ୍ରିୟଙ୍କା କ’ଣ ଜ୍ୟୋତିଙ୍କ ସ୍ପାଏ ମୋଡ୍ୟୁଲରେ ସାମିଲ ଥିଲେ କି? ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି,ଜ୍ୟୋତି ୨୦୨୪ ସେପ୍ଟେମ୍ବର ମାସରେ ପୁରୀ … Continue reading କ’ଣ ଓଡ଼ିଶାର ପ୍ରିୟଙ୍କା ଆଇଏସଆଇ ଆସେଟ୍?