ପାଣ୍ଡିଆନ ଫେରୁଛନ୍ତି?

VK Pandian: ବିଜେଡିର ଅଫିସିଆଲ ଜ୍ୱାଇପୁଅଙ୍କୁ ଅଧିକ ଓଡ଼ିଆ କରିବା ପାଇଁ ତାଙ୍କ ନାମ କାର୍ତ୍ତିକେୟନରୁ କାର୍ତ୍ତିକ ପାଣ୍ଡିଆନ ହୋଇଯାଇଥିଲା। ତାଙ୍କୁ କାର୍ତ୍ତିକ କହିବାରୁ ଲାଗିଲା ଯେମିତି ସିଏ ଏଇ ଓଡ଼ିଶାରେ କେଇଦିନ ତଳେ ଜନ୍ମ ହୋଇଥିଲେ। ତାଙ୍କର ଠିଆପାଲାକୁ ଗଣମାଧ୍ୟମ ସତେ ଯେମିତି ପିଇ ଯାଇଥିଲା।  ୨୦୨୪ର ଅଧା ପର୍ଯ୍ୟନ୍ତ ଓଡ଼ିଶାରେ ଗୋଟିଏ ନାଁ’କୁ ନେଇ ଚର୍ଚ୍ଚା ଜୋରଦାର ଥିଲା। ଚା’ ଖଟିରୁ ମିଶନ ଶକ୍ତି ମହିଳାଙ୍କ ସଭା, ସବୁଠି କେବଳ ଗୋଟିଏ ନାମକୁ ନେଇ … Continue reading ପାଣ୍ଡିଆନ ଫେରୁଛନ୍ତି?