Is Pakistan lying about the date of its Independence Day? ।। କ’ଣ ପାକିସ୍ତାନ ନିଜ ସ୍ୱାଧିନତା ଦିବସର ତାରିଖକୁ ନେଇ ମିଛ କହୁଛି ?

ଭାରତ ନିଜର ସ୍ୱାଧୀନତା ଦିବସ ୧୫ ଅଗଷ୍ଟ ୧୯୪୭ରେ ପାଳନ କରେ, କିନ୍ତୁ ପାକିସ୍ତାନ ଗୋଟିଏ ଦିନ ଆଗରୁ, ୧୪ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରେ। ଏହା ଅନେକଙ୍କ ମନରେ ପ୍ରଶ୍ନ ଉଠାଇଥାଏ ଯେ କାହିଁକି ପାକିସ୍ତାନକୁ ଭାରତଠାରୁ ଏକ ଦିନ ଆଗରୁ ସ୍ୱାଧୀନତା ଦିଆଗଲା। ଉଭୟ ଦେଶର ସ୍ୱାଧୀନତା ତାରିଖରେ ଏହି ଅନ୍ତର କାହିଁକି? କ’ଣ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ନେଇ ମିଛ କହୁଛି? ଏହି ପ୍ରଶ୍ନ ଏହି କାରଣରୁ ମଧ୍ୟ … Continue reading Is Pakistan lying about the date of its Independence Day? ।। କ’ଣ ପାକିସ୍ତାନ ନିଜ ସ୍ୱାଧିନତା ଦିବସର ତାରିଖକୁ ନେଇ ମିଛ କହୁଛି ?