ଭାଷା ଯୁଦ୍ଧଆଡ଼କୁ ଗତି କରୁଛି କି ଓଡ଼ିଶା ? ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁରୀ କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦେବା ସହ ଏହାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ଶୂନ୍ୟକାଳରେ ଏହି ଦାବି ଉଠାଇ ଆଚାର୍ଯ୍ୟ କହିଥିଲେ ଯେ ଓଡ଼ିଶାର ୧୧ଟି ଜିଲ୍ଲାର ଦେଢ଼ କୋଟିରୁ ଅଧିକ ଲୋକ ଏହି ଭାଷା କୁହନ୍ତି। ଆଚାର୍ଯ୍ୟ କୋଶଳୀର ସମୃଦ୍ଧ ସାହିତ୍ୟ ଐତିହ୍ୟ ବିଷୟରେ ଉଲ୍ଲେଖ କରିବା ସହ ଏହି ଭାଷାରେ … Continue reading ଭାଷା ଯୁଦ୍ଧଆଡ଼କୁ ଗତି କରୁଛି କି ଓଡ଼ିଶା ? ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରସନ୍ନ ଆଚାର୍ଯ୍ୟ