ନୀତିଶ-ନବୀନଙ୍କ ପଥ ପ୍ରଦର୍ଶକ କି? || Is Nitish-Naveen’s guiding light?

ଭାରତୀୟ ରାଜନୀତିରେ ନେତାମାନଙ୍କର ରାଜନୈତିକ ଯାତ୍ରା କେବଳ ଏକ ଅଞ୍ଚଳରେ ସୀମିତ ରହେ ନାହିଁ। ଅନେକ ସମୟରେ ଜଣେ ନେତା ରାଜ୍ୟ ରାଜନୀତିରେ ସଫଳତା ହାସଲ କରିବା ପରେ କେନ୍ଦ୍ର ରାଜନୀତିରେ ନିଜ ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରନ୍ତି। ଆଜି ବିହାରର ଦୀର୍ଘଦିନର ରାଜନୀତିକ ନେତା ନୀତିଶ କୁମାରଙ୍କ ପଦକ୍ଷେପ ଏହି ଚର୍ଚ୍ଚାକୁ ପୁଣିଥରେ ଜୋରଦାର କରିଛି। ବିହାରରେ ଦଶଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ନୀତିଶ କୁମାର ଏବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ମାଧ୍ୟମରେ … Continue reading ନୀତିଶ-ନବୀନଙ୍କ ପଥ ପ୍ରଦର୍ଶକ କି? || Is Nitish-Naveen’s guiding light?