ରାହୁଲଙ୍କ ପାଇଁ ‘ରାହୁ’ ନିଶିକାନ୍ତ? || Is Nishikant is ‘Rahu’ for Rahul?

ଭାରତୀୟ ଗଣତନ୍ତ୍ରର ମୂଳ ଶକ୍ତି ହେଉଛି ମତଭେଦକୁ ସହିବାର କ୍ଷମତା। ସଂସଦ ହେଉଛି ଏହି ମତଭେଦର ସବୁଠୁ ବଡ଼ ମଞ୍ଚ। ଏଠାରେ ରାଜନୈତିକ ଦଳମାନେ ନୀତିକୁ ନେଇ ଲଢ଼ନ୍ତି, ଧାରଣାକୁ ନେଇ ମୁକାବିଲା କରନ୍ତି, କେବେ କେବେ କଟୁ ଶବ୍ଦ ବ୍ୟବହାର କରନ୍ତି। କିନ୍ତୁ ସେହି ସମୟରେ ସଂସଦୀୟ ଶୃଙ୍ଖଳା, ପ୍ରକ୍ରିୟା ଓ ସଂବିଧାନୀୟ ସୀମା ଏହି ମଞ୍ଚକୁ ଶାସିତ କରେ। ପ୍ରଧାନମନ୍ତ୍ରୀଙ୍କୁ ଚୀନ୍‍ ମାମଲାରେ ନିନ୍ଦିତ କରିବା ପାଇଁ ରାହୁଲ ଗାନ୍ଧୀ ଗୋଟିଏ ଅପ୍ରକାଶିତ ପୁସ୍ତକ … Continue reading ରାହୁଲଙ୍କ ପାଇଁ ‘ରାହୁ’ ନିଶିକାନ୍ତ? || Is Nishikant is ‘Rahu’ for Rahul?