ପାକିସ୍ତାନ ଉପରେ ଆକ୍ରମଣ ପୂର୍ବରୁ ଭାରତ ପାଇଁ ଚେତାବନୀ ଦେବା କ’ଣ ବାଧ୍ୟତାମୁଳକ ? କ’ଣ କହୁଛି ଅନ୍ତର୍ଜାତୀୟ ପ୍ରୋଟୋକଲ?

Pakistan: ଯୁଦ୍ଧ ପୂର୍ବରୁ ଶତ୍ରୁ ରାଷ୍ଟ୍ରକୁ ଚେତାବନୀ ଦେବା କିମ୍ବା ଅଚାନକ ଆକ୍ରମଣ କରିବା ସମ୍ପର୍କରେ ଅନ୍ତର୍ଜାତୀୟ ନିୟମ ଓ ପ୍ରୋଟୋକଲ ରହିଛି, ଯାହା ମୁଖ୍ୟତଃ ଜାତିସଂଘ ସନଦ (UN Charter) ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଆଇନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହା ବ୍ୟତୀତ, ଯୁଦ୍ଧ ସମ୍ପର୍କିତ ନୈତିକ, ରାଜନୈତିକ ଏବଂ ରଣନୈତିକ ବିଚାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ଏନେଇ ଅନ୍ତର୍ଜାତୀୟ ଆଇନ କ’ଣ କୁହେ । ଯୁଦ୍ଧ ପୂର୍ବରୁ ଚେତାବନୀ ଦେବା ଜରୁରୀ କି? … Continue reading ପାକିସ୍ତାନ ଉପରେ ଆକ୍ରମଣ ପୂର୍ବରୁ ଭାରତ ପାଇଁ ଚେତାବନୀ ଦେବା କ’ଣ ବାଧ୍ୟତାମୁଳକ ? କ’ଣ କହୁଛି ଅନ୍ତର୍ଜାତୀୟ ପ୍ରୋଟୋକଲ?