Is it important to be careful when eating? ।। ଖରାଦିନେ ଏହି ୫ ଟି ଖାଇବାକୁ ସତର୍କ ରହିବା ଜରୁରୀ?

ଗ୍ରୀଷ୍ମ ଋତୁ ଆସିବା ସହିତ ଶରୀରରେ ଜଳୀୟ ଅଂଶ କମିବା, ଅଧିକ ତାପମାନ ଏବଂ ଦେହରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହି ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଇବା, ପୋଷକତତ୍ତ୍ୱରେ ଧ୍ୟାନ ଦେବା ଖାଦ୍ୟ ଖାଇବା ଓ ଫଳ ସେବନ କରିବା ଜରୁରୀ। ଫଳରେ ଭିଟାମିନ୍ସ, ମିନେରାଲ୍ସ ଓ ପ୍ରକୃତିଜନିତ ଉପାଦାନ ଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। କିନ୍ତୁ କିଛି ଫଳ ଏମିତି ଥାଏ, ଯାହାକୁ … Continue reading Is it important to be careful when eating? ।। ଖରାଦିନେ ଏହି ୫ ଟି ଖାଇବାକୁ ସତର୍କ ରହିବା ଜରୁରୀ?