ବିଶ୍ୱ ଅର୍ଥନୀତିର ବେକ ଚିପିଛି କି ଇରାନ? || Is Iran choking the global economy?

ଆଜି ବିଶ୍ୱ ଏକ ବଡ଼ ଆର୍ଥିକ ମହାସଙ୍କଟ ଆଡ଼କୁ ଗତି କରୁଛି। • କ’ଣ ଇରାନ ନିଜର ସବୁଠାରୁ ବଡ଼ ବ୍ରହ୍ମାସ୍ତ୍ର ପ୍ରୟୋଗ କରିସାରିଛି? • କ’ଣ ବିଶ୍ୱ ଅର୍ଥନୀତିର ବେକ ଏବେ ଇରାନ ହାତରେ? • ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ (Strait of Hormuz), ଯେଉଁ ରାସ୍ତା ଦେଇ ସାରା ଦୁନିଆର ୨୦ ପ୍ରତିଶତ ତେଲ ଯାଇଥାଏ, ଆଉ ଯାହାକୁ ଏବେ ଇରାନ ବନ୍ଦ କରିଦେଇଥିବା ଚର୍ଚ୍ଚା ହେଉଛି। ପ୍ରଥମେ ବୁଝନ୍ତୁ ଏହି ‘ଷ୍ଟ୍ରେଟ୍ ଅଫ୍ … Continue reading ବିଶ୍ୱ ଅର୍ଥନୀତିର ବେକ ଚିପିଛି କି ଇରାନ? || Is Iran choking the global economy?