କଂଗ୍ରେସ ପାଇଁ ‘ଇଣ୍ଡି’ ମେଣ୍ଟ-ସହଯୋଗ ନା ଶ୍ୱାସରୁଦ୍ଧକାରୀ ବୋଝ? || Is ‘Indy’ alliance-cooperation or a suffocating burden for Congress?

ଭାରତୀୟ ଗଣତନ୍ତ୍ରର ସବୁଠାରୁ ପୁରାତନ ଦଳ କଂଗ୍ରେସ ଆଜି ଏକ ଏମିତି ଛକରେ ଠିଆ ହୋଇଛି, ଯେଉଁଠି ତାକୁ ଶତ୍ରୁଠାରୁ ମିତ୍ରମାନେ ଅଧିକ ଭୟଭୀତ କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ବିଜୟ ରଥକୁ ରୋକିବା ପାଇଁ ଗଠିତ ‘ଇଣ୍ଡି’ ମେଣ୍ଟ ଏବେ ନିଜ ନାମର ସାର୍ଥକତା ଖୋଜୁଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଏହି ମେଣ୍ଟ ଭିତରେ କଂଗ୍ରେସ ଆଜି ଏକ ଏମିତି ଅଭିଯୁକ୍ତ ସାଜିଛି, ଯାହାକୁ ପ୍ରତ୍ୟେକ ନିର୍ବାଚନୀ ବିଫଳତା ପାଇଁ କାଠଗଡ଼ାକୁ … Continue reading କଂଗ୍ରେସ ପାଇଁ ‘ଇଣ୍ଡି’ ମେଣ୍ଟ-ସହଯୋଗ ନା ଶ୍ୱାସରୁଦ୍ଧକାରୀ ବୋଝ? || Is ‘Indy’ alliance-cooperation or a suffocating burden for Congress?