Is India with Russia and China in the race to Dollar Alternative or not? ।। ଡଲାର ବିକଳ୍ପ ମୁଦ୍ରା ଖୋଜିବା ଦୌଡ଼ରେ ଭାରତ କ’ଣ ଋଷ-ଚୀନ ସହିତ ଅଛି ?

ଆମେରିକୀୟ ଡଲାରର ବିକଳ୍ପ ଭାବରେ ଏକ ନୂତନ ମୁଦ୍ରା ସୃଷ୍ଟି କରିବା ଯୋଜନାରେ ଭାରତ ସାମିଲ ନୁହେଁ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ ଏହା ସ୍ପଷ୍ଟ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ବାଣିଜ୍ୟରେ ଅନିଶ୍ଚିତତା ସତ୍ତ୍ୱେ, ଭାରତୀୟ ଅର୍ଥନୀତିର କ୍ଷତି ହେବାର ସମ୍ଭାବନା କମ୍। ଲାଭର ଆଶା ଅଧିକ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତର ଅର୍ଥନୀତି ଦୃଢ଼ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର … Continue reading Is India with Russia and China in the race to Dollar Alternative or not? ।। ଡଲାର ବିକଳ୍ପ ମୁଦ୍ରା ଖୋଜିବା ଦୌଡ଼ରେ ଭାରତ କ’ଣ ଋଷ-ଚୀନ ସହିତ ଅଛି ?