Is illegal immigration causing population change? ।। ଅବୈଧ ପ୍ରବାସୀ କଣ ଜନସଂଖ୍ୟା ପରିବର୍ତ୍ତନର କାରଣ ହେଉଛି କି?

କେନ୍ଦ୍ର ସରକାର ଅବୈଧ ପ୍ରବାସ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଅବୈଧ ପ୍ରବାସ ଯୋଗୁଁ ଜନସଂଖ୍ୟାଗତ ପରିବର୍ତ୍ତନର ଅଧ୍ୟୟନ କରିବା ଏବଂ ଆବଶ୍ୟକୀୟ ପଦକ୍ଷେପ ସୁପାରିଶ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଅନୁସରଣ କରେ, ଯେଉଁଥିରେ ସେ ଦେଶକୁ ଅବୈଧ ପ୍ରବାସୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ରକ୍ଷା କରିବା ପାଇଁ “ଜନସଂଖ୍ୟା … Continue reading Is illegal immigration causing population change? ।। ଅବୈଧ ପ୍ରବାସୀ କଣ ଜନସଂଖ୍ୟା ପରିବର୍ତ୍ତନର କାରଣ ହେଉଛି କି?