କୋଇଲା ଦୂର୍ନୀତି ମାମଲାରେ ଗୋଲକ ନିର୍ଦ୍ଦୋଷ? || Is Golak innocent in the coal scam case?

ନ୍ୟାୟରେ ବିଳମ୍ବ ମାନେ ନ୍ୟାୟର ଅସ୍ୱୀକାର। ଏହି ପ୍ରସିଦ୍ଧ କଥାବାର୍ତ୍ତା ଭାରତୀୟ ନ୍ୟାୟ ବ୍ୟବସ୍ଥାର ପରିପ୍ରେକ୍ଷୀରେ ବାରମ୍ବାର ଉଚ୍ଚାରିତ ହୋଇଥାଏ। କିନ୍ତୁ ଯେତେବେଳେ ଦେଢ଼ ଦଶନ୍ଧି ଧରି ଏକ ମାମଲା ବିଚାରାଧୀନ ରହେ, ତଦନ୍ତରୁ ଆରମ୍ଭ କରି ଚାର୍ଜଫ୍ରେମ ପର୍ଯ୍ୟନ୍ତ ଦୀର୍ଘ ବିଳମ୍ବ ହୁଏ, ଏବଂ ଶେଷରେ ମାମଲାକୁ ରଦ୍ଦ କରାଯାଏ—ସେତେବେଳେ ପ୍ରଶ୍ନ ଉଠିଥାଏ, ଏହା ନ୍ୟାୟର ଜୟ କି ପ୍ରଣାଳୀର ବିଫଳତା? ବିଜେପି ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କ ବିରୋଧରେ ୨୦୧୦ ମସିହାରେ ରୁଜୁ ହୋଇଥିବା … Continue reading କୋଇଲା ଦୂର୍ନୀତି ମାମଲାରେ ଗୋଲକ ନିର୍ଦ୍ଦୋଷ? || Is Golak innocent in the coal scam case?