ବଲାଙ୍ଗୀର ସମୀକରଣକୁ ବିଗାଡ଼ୁଛନ୍ତି କି ଧର୍ମେନ୍ଦ୍ର? ସାବଧାନ କେଭି!

ବଲାଙ୍ଗୀର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। କାରଣ କଂଗ୍ରେସ ଘରେ ପ୍ରବେଶ କରିଛନ୍ତି ବିଜେପି ମନ୍ତ୍ରୀ। ସେ ପୁଣି ଏମିତି ସେମିତି କଂଗ୍ରେସ ନେତା ନୁହଁନ୍ତି କି କୌଣସି ସାଧାରଣ ମନ୍ତ୍ରୀ ନୁହଁନ୍ତି। ଏକଦା ବିରୋଧୀ ଦଳ ନେତା ଥିବା ନରସିଂହ ମିଶ୍ରଙ୍କ ଘରେ ତାଙ୍କ ଦୁଇପୁତ୍ର ଓ ପରିବାର ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ। କିନ୍ତୁ ନରସିଂହଙ୍କ ପୁଅ ତଥା କଂଗ୍ରେସର ପରାଜିତ … Continue reading ବଲାଙ୍ଗୀର ସମୀକରଣକୁ ବିଗାଡ଼ୁଛନ୍ତି କି ଧର୍ମେନ୍ଦ୍ର? ସାବଧାନ କେଭି!