କ୍ରିକେଟର ମହମ୍ମଦ ସିରାଜ ମାହିରା ଶର୍ମାଙ୍କୁ ଡେଟ୍ କରୁଛନ୍ତି କି? ପୂରା ସତ ସାମ୍ନାକୁ ଆଣିଲେ ଅଭିନେତ୍ରୀଙ୍କ ମା’

Mahira Sharma: ଗୁଜବ ଦୁନିଆରେ ଏବେ ଯୋଡ଼ି ହୋଇଛି ଆଉ ଏକ ଯୋଡ଼ିର ନାମ । ଟିଭି ଅଭିନେତ୍ରୀ ମାହିରା ଶର୍ମା ଏବେ କ୍ରିକେଟର ମହମ୍ମଦ ସିରାଜଙ୍କୁ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି। ମାହିରା ଏବଂ ସିରାଜଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ବୁଧବାର ଦିନ ଅନେକ ରିପୋର୍ଟରେ ଦାବି କରାଯାଇଛି। ତେବେ ମାହିରା କିମ୍ବା ସିରାଜ ଏହି ଗୁଜବ ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି, କିନ୍ତୁ ଅଭିନେତ୍ରୀଙ୍କ ମା’ କ୍ରିକେଟରଙ୍କ ସହ ଡେଟିଂ ଗୁଜବ … Continue reading କ୍ରିକେଟର ମହମ୍ମଦ ସିରାଜ ମାହିରା ଶର୍ମାଙ୍କୁ ଡେଟ୍ କରୁଛନ୍ତି କି? ପୂରା ସତ ସାମ୍ନାକୁ ଆଣିଲେ ଅଭିନେତ୍ରୀଙ୍କ ମା’