ଗୋମୂତ୍ର ସ୍ୱାସ୍ଥ୍ୟ ପାଇଁ ହିତକାରକ? ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକଙ୍କ ବୟାନକୁ ନେଇ ଜାରି ବିବାଦ
IIT Madras Directors Cow Urine Statement: ଗୋମୂତ୍ରର ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଏବଂ ପାଚନ ଉପକାରୀତା ବିଷୟରେ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ଭି କାମାକୋଟି ଦାବିରୁ ବିବାଦ ସୃଷ୍ଟି ହୋଇଥିଲା। ଅନେକ ଏହାକୁ ନକଲି ବିଜ୍ଞାନ କହୁଥିବାବେଳେ କିଛି ଏହାକୁ ସମର୍ଥନ କରିଛନ୍ତି। ଗୋମୂତ୍ରର ଫାଇଦା ଦାବି କଲେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ ନିର୍ଦ୍ଦେଶକ ଭି କାମାକୋଟିଙ୍କ ବୟାନକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଛି ·ଅନେକ ଲୋକ ଏହାକୁ ନକଲି ବିଜ୍ଞାନ ବୋଲି କହୁଛନ୍ତି ତ … Continue reading ଗୋମୂତ୍ର ସ୍ୱାସ୍ଥ୍ୟ ପାଇଁ ହିତକାରକ? ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକଙ୍କ ବୟାନକୁ ନେଇ ଜାରି ବିବାଦ
Copy and paste this URL into your WordPress site to embed
Copy and paste this code into your site to embed