“Is Congress depending on Trump?” ।। ଟ୍ରମ୍ପଙ୍କ ଭରସାରେ କଂଗ୍ରେସ?

ଭାରତୀୟ ରାଜନୀତିରେ କେତେକ ବୟାନ କେବଳ ତତ୍କାଳିକ ବିବାଦ ସୃଷ୍ଟି କରେ ନାହିଁ, ସେଗୁଡ଼ିକ ଦଳର ଚିନ୍ତାଧାରା, ରାଷ୍ଟ୍ର ପ୍ରତି ଦୃଷ୍ଟିକୋଣ ଓ ରାଜନୈତିକ ଦାୟିତ୍ୱବୋଧକୁ ମଧ୍ୟ ପ୍ରକାଶ କରିଦେଇଥାଏ। କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନଙ୍କ ଭେନେଜୁଏଲା–ଆମେରିକା ଉଦାହରଣ ଟାଣି ଆଣି ଭାରତ ପ୍ରସଙ୍ଗରେ କରାଯାଇଥିବା ମତାମତ ଠିକ୍ ଏହିପରି ଏକ ବୟାନ। “ଟ୍ରମ୍ପ ଯଦି ଭେନେଜୁଏଲାରେ ଯାହା କଲେ, ସେହିପରି କିଛି ଭାରତରେ କରିପାରିବେ?”—ଏପରି ପ୍ରଶ୍ନ କରି ସେ କେବଳ ଏକ ଆନ୍ତର୍ଜାତୀକ ଘଟଣାକୁ ଭୁଲ୍ … Continue reading “Is Congress depending on Trump?” ।। ଟ୍ରମ୍ପଙ୍କ ଭରସାରେ କଂଗ୍ରେସ?