କାଚ ଭାଙ୍ଗିବା ଭଲ କି ଖରାପ? ଆସନ୍ତୁ ଜାଣିବା କ’ଣ କହୁଛି ବାସ୍ତୁ ଶାସ୍ତ୍ର

Vastu : ବାସ୍ତୁ ଶାସ୍ତ୍ରରେ ସମସ୍ତ ଦିଗ, ବିଭିନ୍ନ ଜିନିଷର ରଖିବାର ସଠିକ୍ ସ୍ଥାନ ବ୍ୟତୀତ ଶୁଭ-ଅଶୁଭ ସଂକେତ ବିଷୟରେ କୁହାଯାଇଛି । ସେହିପରି କାଚ ଭାଙ୍ଗିବା ବା ଆଇନା ଭାଙ୍ଗିବାକୁ ନେଇ ମଧ୍ୟ ଅନେକ ତଥ୍ୟ କୁହାଯାଇଛି। ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ କାଚ ଭାଙ୍ଗିବାକୁ ଏକ ଅଶୁଭ ସଂକେତ ବୋଲି ମାନାଯାଏ । ଏହା ଦ୍ୱାରା ଆମ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ । କାଚ ଭାଙ୍ଗିବା ଶୁଭ କି ଅଶୁଭ … Continue reading କାଚ ଭାଙ୍ଗିବା ଭଲ କି ଖରାପ? ଆସନ୍ତୁ ଜାଣିବା କ’ଣ କହୁଛି ବାସ୍ତୁ ଶାସ୍ତ୍ର