ଓଡ଼ିଶା ରାଜନୀତିରେ ପୁଣି ଥରେ ଏକ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଏକ ନୂତନ ଆଞ୍ଚଳିକ ରାଜନୈତିକ ମଞ୍ଚ କିମ୍ବା “ଚତୁର୍ଥ ମୋର୍ଚ୍ଚା” ଗଠନର ସମ୍ଭାବନାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ଧରି ରାଜ୍ୟରେ ପ୍ରଭାବ ବିସ୍ତାର କରିଥିବା ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ବଦଳୁଥିବା ସମୀକରଣ ଏବଂ ତୃଣମୂଳ ସ୍ତରରେ ବଢ଼ୁଥିବା ଅସନ୍ତୋଷ ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି। ବଦଳୁଛି କି ଓଡ଼ିଶାର ରାଜନୈତିକ … Continue reading ଓଡ଼ିଶା ରାଜନୀତିରେ ଉଦୟ ହେଉଛି କି ଚତୁର୍ଥ ମୋର୍ଚ୍ଚା? ବଦଳିବ କି ଦଶନ୍ଧିର ରାଜନୈତିକ ସମୀକରଣ? || Is a fourth front emerging in Odisha politics? Will the decade-old political equation change?
Copy and paste this URL into your WordPress site to embed
Copy and paste this code into your site to embed