ପାକିସ୍ତାନ ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍ || Iran’s surgical strike on Pakistan
ପାକିସ୍ତାନର ଚତୁର୍ପାର୍ଶ୍ୱରେ ଏବେ ବିପଦର ବାଦଲ। ଇରାନର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ତାଲିବାନ ସହ ବଢୁଥିବା ବନ୍ଧୁତା କ’ଣ ପାକିସ୍ତାନକୁ ବିଶ୍ୱ ମାନଚିତ୍ରରେ ଏକଘରକିଆ କରିଦେବ କି? ଆପଣ ଜାଣିଥିବେ ଯେ ପାକିସ୍ତାନର ପରିଚୟ ଏବେ ବିଶ୍ୱ ଦରବାରରେ ଏକ ‘ଆତଙ୍କବାଦର କେନ୍ଦ୍ର’ ଭାବେ ଉଭା ହୋଇଛି। କିନ୍ତୁ ଏବେ ପାକିସ୍ତାନର ଜଣେ ପୁରୁଣା ବନ୍ଧୁ ତଥା ପଡ଼ୋଶୀ ଦେଶ ଇରାନର ଧୈର୍ଯ୍ୟଚ୍ୟୁତି ଘଟିଛି। ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇରାନ ସେନା ପାକିସ୍ତାନ ସୀମାରେ ଏକ … Continue reading ପାକିସ୍ତାନ ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍ || Iran’s surgical strike on Pakistan
Copy and paste this URL into your WordPress site to embed
Copy and paste this code into your site to embed