Iran’s Supreme Leader Targets Trump Again ।। ପୁଣି ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା

ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମ୍‌ନେଇ। ସେ କହିଛନ୍ତି, ଆମେରିକା ନିଜର କିଛି କଥା ରଖେ ନାହିଁ। ଲୋକଙ୍କ ହତ୍ୟା କରାଇଥାଏ। ଖାମ୍‌ନେଇ ପୁଣି ଥରେ ଦେଶର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ଆଲୋଚନା କରିବାର ସମ୍ଭାବନାକୁ ଖାରଜ କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି। ଖାମ୍‌ନେଇ ୱାଶିଂଟନ ଉପରେ ଲଗାତାର ପ୍ରତିଶ୍ରୁତି ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଛନ୍ତି। ଖାମ୍‌ନେଇ କହିଛନ୍ତି … Continue reading Iran’s Supreme Leader Targets Trump Again ।। ପୁଣି ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି ଇରାନର ସର୍ବୋଚ୍ଚ ନେତା