ହୋର୍ମୁଜ ପ୍ରଣାଳୀରେ ଭାରତ ବିରୋଧରେ ଇରାନର ତାଣ୍ଡବ || Iran’s aggression against India in the Strait of Hormuz

ଆଜି ମଧ୍ୟପ୍ରାଚ୍ୟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱର ବାଣିଜ୍ୟ କାରବାରକୁ ଚିନ୍ତାରେ ପକାଇ ଦେଇଛି। ହୋର୍ମୁଜ ପ୍ରଣାଳୀ ବା Hormuz Strait ରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଭୟଙ୍କର ଆକ୍ରମଣ କରିଛି। ସବୁଠାରୁ ବଡ଼ କଥା ହେଉଛି, ଏହି ଆକ୍ରମଣର ଶିକାର ହୋଇଛି ଭାରତ ଅଭିମୁଖେ ଆସୁଥିବା ଏକ ବଡ଼ ମାଲବାହୀ ଜାହାଜ। ସମୁଦ୍ର ମଝିରେ ଏବେ ଯୁଦ୍ଧ ଭଳି ପରିସ୍ଥିତି … Continue reading ହୋର୍ମୁଜ ପ୍ରଣାଳୀରେ ଭାରତ ବିରୋଧରେ ଇରାନର ତାଣ୍ଡବ || Iran’s aggression against India in the Strait of Hormuz