Iran stole Israeli nuclear secrets, Israel attacked to punish them!।। ଇସ୍ରାଏଲୀ ପରମାଣୁ ସିକ୍ରେଟ୍ ଚୋରି କରିଛି ଇରାନ, ଶାସ୍ତି ଦେବାକୁ ଇସ୍ରାଏଲ କରିଛି ଆକ୍ରମଣ !

ଇସ୍ରାଏଲର ଇରାନର ପରମାଣୁ ଆଡ୍ଡା ଉପରେ ଆକ୍ରମଣର ଗୋଟିଏ ଦିନ ପୂର୍ବେ ଇସ୍ଲାମୀ ଗଣତନ୍ତ୍ର ଇରାନ ଦାବି କରିଥିଲା ଯେ ତା’ ହାତରେ ଇସ୍ରାଏଲର ସମସ୍ତ ଗୁପ୍ତ ପରମାଣୁ ଦଲିଲ ଲାଗିଛି। ଏହା ଇସ୍ରାଏଲ ପାଇଁ ବିପଦସଙ୍କୁଳ ହେବ ବୋଲି ସେମାନେ କହିଥିଲେ। ଏହି ଦାବି ପରେ ଇସ୍ରାଏଲ ଓ ଆମେରିକା ଇରାନ ବିରୁଦ୍ଧରେ ତୀବ୍ର ଘେରାବନ୍ଦୀ କରିଥିଲେ ଏବଂ ତା’ପରେ ଲଗାତାର ଆକ୍ରମଣ କରିଥିଲେ। ଇସ୍ରାଏଲ ବହୁ ପୂର୍ବରୁ କହି ଆସୁଛି ଯେ ସେ ନିଜ … Continue reading Iran stole Israeli nuclear secrets, Israel attacked to punish them!।। ଇସ୍ରାଏଲୀ ପରମାଣୁ ସିକ୍ରେଟ୍ ଚୋରି କରିଛି ଇରାନ, ଶାସ୍ତି ଦେବାକୁ ଇସ୍ରାଏଲ କରିଛି ଆକ୍ରମଣ !