ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇରାନର ନିମନ୍ତ୍ରଣ || Iran invites PM Modi to attend state funeral of Ayatollah Ali Khamenei

ମଧ୍ୟପ୍ରାଚ୍ୟରେ ଭୟଙ୍କର ରୂପ ନେଇଥିବା ଉତ୍ତେଜନା ଏବେ ଏକ ନୂଆ ତଥା ବିସ୍ଫୋରକ ମୋଡ଼ ନେଇଛି। ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ନିହତ ହେବା ଖବର ସାରା ବିଶ୍ୱରେ ହଲ୍‌ଚଲ୍ ସୃଷ୍ଟି କରିଛି। ଏହି ଶୋକାକୁଳ ତଥା ସମ୍ବେଦନଶୀଳ ପରିସ୍ଥିତିରେ ଖାମେନେଇଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ଇରାନର ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି। ବିଶ୍ୱ ରାଜନୀତିରେ ବଡ଼ … Continue reading ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇରାନର ନିମନ୍ତ୍ରଣ || Iran invites PM Modi to attend state funeral of Ayatollah Ali Khamenei