Iran hires Swedish criminal gangs to target Israel ।। ଶତ୍ରୁଙ୍କୁ ‘ସଫା’ କରିବାକୁ ଇରାନ କ୍ରାଇମ୍ ଗ୍ୟାଙ୍ଗଙ୍କୁ ଦେଉଛି ସୁପାରୀ

ଇରାନ ଏବେ ନିଜର ଶତ୍ରୁମାନଙ୍କୁ ସଫା କରିବାକୁ ଏବେ ଏଭଳି ଗୋଟିଏ ଫୋର୍ସ ତିଆରି କରିଛି,ଯେଉଁମାନେ ୟୁନିଫର୍ମ ପିନ୍ଧନ୍ତି ନାହିଁ କି କୌଣସି ଗୁପ୍ତ ଏଜେନ୍ସିରେ କାମ କରନ୍ତି ନାହିଁ । ସେମାନେ ହେଉଛନ୍ତି ଇଉରୋପର ବିପଜ୍ଜନକ ଅପରାଧୀ ଗ୍ୟାଙ୍ଗ, ଯେଉଁମାନଙ୍କ ହାତରେ ଇରାନ ଏବେ ନିଜର ଶତ୍ରୁମାନଙ୍କ ନାମ ତାଲିକା ଦେଇଛି। ଠିକ ଯେମିତି ଭାରତରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଈ ନିଜର ଶତ୍ରୁମାନଙ୍କୁ ନିପାତ କରିବା ପାଇଁ ଶୁଟରମାନଙ୍କ ଟିମ ତିଆରି କରେ, ସେଇମିତି ଇରାନ … Continue reading Iran hires Swedish criminal gangs to target Israel ।। ଶତ୍ରୁଙ୍କୁ ‘ସଫା’ କରିବାକୁ ଇରାନ କ୍ରାଇମ୍ ଗ୍ୟାଙ୍ଗଙ୍କୁ ଦେଉଛି ସୁପାରୀ