IPL vs PSL କିଏ ବଡ? ଦାସୁନ ଶାନାକା ଦେଲେ ସ୍ପଷ୍ଟ ଜବାବ! || IPL vs PSL: Who is bigger? Dasun Shanaka gives a clear answer!

କୁହାଯାଏ ଯେ “ଟଙ୍କା ଓ ପ୍ରତିଷ୍ଠା” ଆଗରେ ସବୁକିଛି ଫିକା ପଡ଼ିଯାଏ। ଆଉ ଯେତେବେଳେ କଥା ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ‘ଆଇପିଏଲ’ ର ଆସେ, ସେତେବେଳେ ବଡ଼ ବଡ଼ ଖେଳାଳି ମଧ୍ୟ ନିଜକୁ ଅଟକାଇ ପାରନ୍ତି ନାହିଁ। କିନ୍ତୁ ଏବେ ଏହି ଆଇପିଏଲ ପାଇଁ ପାକିସ୍ତାନର ଛାତିରେ ସାପ ଲୋଟୁଛି। ଶ୍ରୀଲଙ୍କାର ତାରକା ଖେଳାଳି ଦାସୁନ୍ ଶାନାକା (Dasun Shanaka) ଆଇପିଏଲ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍ (ପିଏସଏଲ)କୁ ମଝିରୁ ଛାଡ଼ି ପଳାଇ … Continue reading IPL vs PSL କିଏ ବଡ? ଦାସୁନ ଶାନାକା ଦେଲେ ସ୍ପଷ୍ଟ ଜବାବ! || IPL vs PSL: Who is bigger? Dasun Shanaka gives a clear answer!