Investigation into Foreign Trips vs. Panchayat Arithmetic II ବିଦେଶ ଗସ୍ତ ତଦନ୍ତ ବନାମ ପଞ୍ଚାୟତ ଅଙ୍କକଷା

ଓଡ଼ିଶା ରାଜନୀତିରେ ଏବେ ପାରଦ ହଠାତ୍ ଉପରକୁ ଉଠିଯାଇଛି। ଶୀତଦିନିଆ ରାଜନୀତିରେ ଏବେ ହଠାତ୍ ଗରମ ହାୱା ବହିବା ଆରମ୍ଭ ହୋଇଛି। ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବଂ ପୂର୍ବତନ ଆଇପିଏସ ଅଫିସର ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ। ଆଉ ଅନ୍ୟପଟେ ହଜାର ହଜାର କିଲୋମିଟର ଦୂର ରାଜସ୍ଥାନ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଓଡ଼ିଶାରେ ଆରମ୍ଭ ହୋଇଥିବା ଜୋରଦାର ରାଜନୈତିକ ବୟାନବାଜି। … Continue reading Investigation into Foreign Trips vs. Panchayat Arithmetic II ବିଦେଶ ଗସ୍ତ ତଦନ୍ତ ବନାମ ପଞ୍ଚାୟତ ଅଙ୍କକଷା