Interview of Professor Kishore and Engineer Ashok with the President || ରାଷ୍ଟ୍ରପତିଙ୍କ ସହ ପ୍ରଫେସର କିଶୋର ଓ ଇଞ୍ଜିନିୟର ଅଶୋକଙ୍କ ସାକ୍ଷାତକାର

ଭାରତ ସରକାରଙ୍କ ନ୍ୟାସନାଲ୍ ମନ୍ୟୁମେଣ୍ଟସ୍ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର ବସା ଏବଂ ତାଙ୍କ ଯମଜ ଭ୍ରାତା ୱର୍ଲ୍ଡ ଫେଡରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନସ୍‌ (ଡବ୍ଲ୍ୟୁ.ଏଫ.ଇ.ଓ) ର ଚେୟାର ସ୍ଟ୍ରାଟେଜିକ୍ ପ୍ଲାନିଂ କମିଟି, ପୂର୍ବତନ ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଡବ୍ଲ୍ୟୁ.ଏଫ.ଇ.ଓ ଓ ଇନ୍‌ଷ୍ଟିଟ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ର ପୂର୍ବତନ ଅଧ୍ୟକ୍ଷ ଇଞ୍ଜିନିୟର ଅଶୋକ ବସା, ଗତ କାଲି (୧୮ ନଭେମ୍ବର ୨୦୨୫) ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ … Continue reading Interview of Professor Kishore and Engineer Ashok with the President || ରାଷ୍ଟ୍ରପତିଙ୍କ ସହ ପ୍ରଫେସର କିଶୋର ଓ ଇଞ୍ଜିନିୟର ଅଶୋକଙ୍କ ସାକ୍ଷାତକାର