Odisha Assembly Monsoon session II ଅପାରଗ ବିରୋଧୀ: ସ୍ୱର୍ଗ ସୁଖରେ ସରକାର

ଯେକୌଣସି ସଂସଦୀୟ ଗଣତନ୍ତ୍ରରେ ବିଧାନସଭା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସାଧାରଣ ଲୋକଙ୍କ ସମସ୍ୟା ଓ ଆହ୍ୱାନକୁ ଆଲୋଚନା କରି ଏକ ଭବିଷ୍ୟଦ୍ରଷ୍ଟା ସମାଧାନର ବାଟ କାଢ଼ିବା ଲାଗି ଏହା ଉତ୍କୃଷ୍ଟ ପ୍ଲାଟଫର୍ମ। କିନ୍ତୁ ଦିନକୁ ଦିନ ଏହି ପ୍ଲାଟଫର୍ମ ସଙ୍କୁଚିତ ହେଉଥିବା ଭଳି ମନେହେଉଛି। ବିଶେଷକରି ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରଠାରୁ ଗୃହରେ ବିରୋଧୀ ଦଳ ଆଲୋଚନା କରିବା ଅପେକ୍ଷା ହୋ ହଲ୍ଲା ଅଧିକ କରୁଛନ୍ତି। ଫଳରେ ସରକାରୀ ଦଳର କାର୍ଯ୍ୟ ତ ହୋଇଯାଉଛି କିନ୍ତୁ … Continue reading Odisha Assembly Monsoon session II ଅପାରଗ ବିରୋଧୀ: ସ୍ୱର୍ଗ ସୁଖରେ ସରକାର