‘କାଶ୍ମୀରରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ ; ଜମ୍ମୁ-କଶ୍ମୀର ଆମର ଥିଲା, ଅଛି ଏବଂ ରହିବ’ : MEA || ‘Interference in Kashmir will not be tolerated; Jammu and Kashmir was, is and will remain ours’: MEA

ଚୀନ୍‌ ଏବଂ ପାକିସ୍ତାନ ଦ୍ୱାରା ଜାରି ଏକ ମିଳିତ ବିବୃତ୍ତିରେ ଜମ୍ମୁ-କାଶ୍ମୀରର ଉଲ୍ଲେଖ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ନିଜର ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଂଶ ବୋଲି ମାନିଥାଏ, ଏବଂ ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଦେଶ ମନ୍ତବ୍ୟ ଦେବାର ଅଧିକାର ନାହିଁ । ଭାରତ ସ୍ପଷ୍ଟ ଭାବରେ କହିଛି ଯେ ଏହି … Continue reading ‘କାଶ୍ମୀରରେ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ ; ଜମ୍ମୁ-କଶ୍ମୀର ଆମର ଥିଲା, ଅଛି ଏବଂ ରହିବ’ : MEA || ‘Interference in Kashmir will not be tolerated; Jammu and Kashmir was, is and will remain ours’: MEA