Interesting Facts About World Population ।। ବିଶ୍ଵ ଲୋକସଂଖ୍ୟାକୁ ନେଇ ଆସିଲା ରୋଚକ ତଥ୍ୟ

ବିଶ୍ଵ ଲୋକସଂଖ୍ୟାକୁ ନେଇ ରୋଚକ ପୂର୍ଣ୍ଣ ତଥ୍ୟ ଆସିଛି। ବିବରଣୀ ଅନୁସାରେ ବିଶ୍ୱର ସବୁଠାରୁ ବେଶୀ ଜନସଂଖ୍ୟା ବିଶିଷ୍ଟ ଦେଶ ହେଲେ ଚୀନ ଏବଂ ଭାରତ । ଉଭୟ ଦେଶ ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ବୋଲି ପୂର୍ବରୁ ବି ମାନ୍ୟତା ହାସଲ କରି ଆସିଛନ୍ତି। ଚୀନରେ ସବୁଠାରୁ ଅଧିକ ଲୋକ ବାସ କରୁଥିବା ବେଳେ ଭାରତର ସମୁଦାୟ ଜନସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି । ନୂଆ ଅକଳନ ଅନୁଯାୟୀ ଏହି ରେକର୍ଡ ବଦଳିବାପାଇଁ ଯାଉଛି। … Continue reading Interesting Facts About World Population ।। ବିଶ୍ଵ ଲୋକସଂଖ୍ୟାକୁ ନେଇ ଆସିଲା ରୋଚକ ତଥ୍ୟ