ପୁଣି ଫେରିଲା ପ୍ରବଳ ଗ୍ରୀଷ୍ମ ପ୍ରବାହ; ୪୦ ଡିଗ୍ରୀ ସେଲସିୟସ ଉପରେ ୧୧ଟି ସ୍ଥାନ

Heatwave: କାଳବୈଶାଖୀ ବର୍ଷା ଯୋଗୁଁ ଅଳ୍ପ ଦିନ ପାଇଁ ତାତିରୁ ଆଶ୍ୱସ୍ତି ମିଳିବା ପରେ ଓଡ଼ିଶାରେ ପୁଣି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ଏବଂ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ। ରବିବାର ଦିନର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ ୪୨.୪, ଟିଟିଲାଗଡ଼ରେ ୪୨.୦ ଓ ସମ୍ବଲପୁରରେ ୪୧ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ରାଜ୍ୟର ମୋଟ ୧୧ଟି … Continue reading ପୁଣି ଫେରିଲା ପ୍ରବଳ ଗ୍ରୀଷ୍ମ ପ୍ରବାହ; ୪୦ ଡିଗ୍ରୀ ସେଲସିୟସ ଉପରେ ୧୧ଟି ସ୍ଥାନ