୩୯ ଡିଗ୍ରୀ ପାର କଲା ତାପମାତ୍ରା: ଆଗକୁ ବଢ଼ିବ ଆହୁରି ତାତି

Heat Wave: ଫଗୁଣ ମାସରୁ ହିଁ ଅସମ୍ଭାଳ ତାତି । ଗରମରେ କଲବଲ ହେଉଛି ଜୀବନ । ରାଜ୍ୟରେ ତାତି ଛୁଇଁଲା ୩୯ ଡିଗ୍ରୀ । ମାର୍ଚ୍ଚ ଆରମ୍ଭରୁ ହିଁ ଅସମ୍ଭାଳ ତାତି ହେବାରେ ଲାଗିଛି। ସମୟ ଯେତେ ଗଡୁଛି ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସକାଳେ ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ରାତିରେ ଗରମରୁ ଶାନ୍ତି ମିଳୁନି । ପଶ୍ଚିମ ଓଡ଼ିଶାର ଅଧିକାଂଶ … Continue reading ୩୯ ଡିଗ୍ରୀ ପାର କଲା ତାପମାତ୍ରା: ଆଗକୁ ବଢ଼ିବ ଆହୁରି ତାତି