ଦେଶର ରାଜନୀତିରେ ଏବେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଉତ୍ତରପ୍ରଦେଶ। ଆଗାମୀ ନିର୍ବାଚନ ପାଖେଇ ଆସୁଥିବାବେଳେ ଇଣ୍ଡି ମେଣ୍ଟ ଭିତରେ ସବୁକିଛି ଠିକ୍ ଚାଲି ନାହିଁ କି? ଏହି ପ୍ରଶ୍ନ ଏବେ ରାଜନୈତିକ କରିଡରରେ ଜୋରସୋରରେ ଚର୍ଚ୍ଚା ହେଉଛି। ବିଶେଷକରି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆସନ୍ନ ଭାଗବଣ୍ଟା ବା ସିଟ୍ସ ସେୟାରିଂକୁ ନେଇ ଯେଉଁ ଟଣାଓଟରା ଆରମ୍ଭ ହୋଇଛି, ତାହା ଏବେ ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି। କଂଗ୍ରେସ ଦଳ ପକ୍ଷରୁ ୨୦୦ଟି … Continue reading Intense conflict between Congress and Akhilesh in Uttar Pradesh! II ଉତ୍ତରପ୍ରଦେଶରେ କଂଗ୍ରେସ ଓ ଅଖିଲେଶ ମଧ୍ୟରେ ଘମାସାନ!
Copy and paste this URL into your WordPress site to embed
Copy and paste this code into your site to embed