Infrastructure development in India।। ଭାରତରେ ଭିତ୍ତିଭୂମିର ବିକାଶ

ଖୁବ୍ ଶୀଘ୍ର ବର୍ଷା ଋତୁ ଆସୁଛି । ଏଇ ମାତ୍ର ଅଷାଢ଼ ଆରମ୍ଭ ହେଲା । ପୂରା ଦୁଇ ମାସ ଏହି ଋତୁ ସାରା ଦେଶରେ ରାଜୁତି କରିବା ସହିତ ଆଉ ଦୁଇ ମାସ, ଏମିତିକି ବର୍ଷର ଯେ କୌଣସି ସମୟରେ ଏହା ତା’ର ରୂପ ଦେଖାଇ ପାରେ । ତେବେ ଋତୁକାଳୀନ ହେଉ କି ଅସମୟରେ, ଜୋରରେ ବର୍ଷା ହେଲେ ସହରାଞ୍ଚଳଠୁ ଆରମ୍ଭ କରି ବେଶ୍ କେତେକ ଗ୍ରାମର ରାସ୍ତାଘାଟରେ ସୃଷ୍ଟି ହୁଏ ବନ୍ୟା ଭଳି … Continue reading Infrastructure development in India।। ଭାରତରେ ଭିତ୍ତିଭୂମିର ବିକାଶ