Information about Delhi blasts from Turkey || ଦିଲ୍ଲୀ ବିସ୍ଫୋରଣର ସୂଚନା ତୁର୍କୀରୁ

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ ରାତିରେ ଘଟିଥିବା ବିସ୍ଫୋରଣ ଦେଶକୁ ହଲାଇ ଦେଇଛି। ଏକ ହୁଣ୍ଡାଇ i-20 କାର, ଯାହା ଭିତରେ ବିସ୍ଫୋରକ ଥିଲା, ସେହି କାର ବିସ୍ଫୋରଣରେ ୧୩ ଜଣ ମୃତ୍ୟୁବରଣ କଲେଣି ଓ ଅନେକ ଆହତ ହୋଇଛନ୍ତି। ପ୍ରଥମେ ଏହାକୁ ସାଧାରଣ ଆତଙ୍କବାଦୀ ଆକ୍ରମଣ ଭାବି ଦେଖାଯାଇଥିଲେ, କିନ୍ତୁ ଏନ.ଆଇ.ଏ ତଦନ୍ତ ଗଭୀର ହେବା ସହିତ ଏକ ଅଭୂତପୂର୍ବ ତଥ୍ୟ ଆସିସାରିଛି, ଏହି ବିସ୍ଫୋରଣର ଲିଙ୍କ ଭାରତର ସୀମା ଡେଇଁ … Continue reading Information about Delhi blasts from Turkey || ଦିଲ୍ଲୀ ବିସ୍ଫୋରଣର ସୂଚନା ତୁର୍କୀରୁ