ଜଳ ଶୋଷି ଚାଲିଛନ୍ତି ଶିଳ୍ପସଂସ୍ଥା: ଶୁଖିଲା ପଡ଼ିଛି ନଦୀପଠା; ମିଳିବନି ପାନୀୟ ଜଳ
ଆଗାମୀ ଗ୍ରୀଷ୍ମ ଋତୁରେ ଜଳଭାବକୁ ନେଇ ଏବେଠାରୁ ଚିନ୍ତା ପ୍ରକଟ କରାଯାଉଥିବାବେଳେ ଶିଳ୍ପସଂସ୍ଥାଗୁଡ଼ିକ ଯେଉଁ ହାରରେ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରୁ ଜଳ ଶୋଷୁଛନ୍ତି ତାହା ସ୍ଥିତିକୁ ବହୁଗୁଣିତ କରିଦେବ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳବାସୀ ତ ଦୂରରକଥା ନଦୀକୂଳିଆ ଲୋକେ ବି ପାଣିଟୋପେ ପାଇବେ କି ନାହିଁ ଏବେଠାରୁ ସେହି ଚିନ୍ତାରେ ପଡ଼ିଲେଣି। ଗୋଟିଏ ପଟେ ପଡ଼ୋଶୀ ଛତିଶଗଡ଼ ମହାନଦୀକୁ ପାଣି ଛାଡ଼ିବା ନେଇ ଲୁଚୁକାଳି ଖେଳୁଥିବାବେଳେ ଛୋଟ ବଡ଼ ୪୭ଟି ଶିଳ୍ପସଂସ୍ଥା … Continue reading ଜଳ ଶୋଷି ଚାଲିଛନ୍ତି ଶିଳ୍ପସଂସ୍ଥା: ଶୁଖିଲା ପଡ଼ିଛି ନଦୀପଠା; ମିଳିବନି ପାନୀୟ ଜଳ
Copy and paste this URL into your WordPress site to embed
Copy and paste this code into your site to embed