Industrial revolution in Odisha! II ଓଡ଼ିଶାରେ ଶିଳ୍ପ ବିପ୍ଳବ! ୧୪ ଜିଲ୍ଲାରେ ୪୬ଟି ପ୍ରକଳ୍ପ, ₹୩୯,୩୮୩ କୋଟିର ପୁଞ୍ଜିନିବେଶ

ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଶିଳ୍ପ ବିକାଶ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି। ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୪ଟି ଜିଲ୍ଲାରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ ୩୯ ହଜାର ୩୮୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି। ଏହି ପଦକ୍ଷେପ ରାଜ୍ୟର ଶିଳ୍ପ ଅର୍ଥନୀତିକୁ ନୂଆ ଗତି ଦେବା ସହ ନିଯୁକ୍ତି … Continue reading Industrial revolution in Odisha! II ଓଡ଼ିଶାରେ ଶିଳ୍ପ ବିପ୍ଳବ! ୧୪ ଜିଲ୍ଲାରେ ୪୬ଟି ପ୍ରକଳ୍ପ, ₹୩୯,୩୮୩ କୋଟିର ପୁଞ୍ଜିନିବେଶ