ସିନ୍ଧୁ ଚୁକ୍ତି ସ୍ଥଗିତ, କିନ୍ତୁ କେବେ ପାକିସ୍ତାନର ଟ୍ୟାପକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବ ଭାରତ?

Pakistan: ପହଲଗାମ ହତ୍ୟାକାଣ୍ଡ ପରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା ଭାରତ । ପାକିସ୍ତାନର ୮୦ ପ୍ରତିଶତ ଚାଷ ଜମି ସିନ୍ଧୁ ପ୍ରଣାଳୀର ପାଣି ଉପରେ ନିର୍ଭର କରେ । ବର୍ତ୍ତମାନର ଭିତ୍ତିଭୂମି ବଳରେ ଭାରତ ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳର ଏକ ଅଂଶକୁ ସଂରକ୍ଷଣ କରିପାରିବ। ସିନ୍ଧୁ ପ୍ରଣାଳୀକୁ ଉପଯୋଗ କରିବା ପାଇଁ ଅନେକ ପ୍ରକଳ୍ପ ଯୋଜନା କରାଯାଇଛି । ଭାରତ ଚାହିଁଲେ ପାକିସ୍ତାନର ଟ୍ୟାପ୍ କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କେତେ ସମୟ ଲାଗିବ? … Continue reading ସିନ୍ଧୁ ଚୁକ୍ତି ସ୍ଥଗିତ, କିନ୍ତୁ କେବେ ପାକିସ୍ତାନର ଟ୍ୟାପକୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବ ଭାରତ?