ପାକିସ୍ତାନର କଣ କ୍ଷତି କରିବ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ? ଜିଡିପିର ମେରୁଦଣ୍ଡ ସିନ୍ଧୁ ଅବବାହିକା ନଦୀ

Indus Water Treaty: ରିପୋର୍ଟ ଅନୁଯାୟୀ ସିନ୍ଧୁ ଅବବାହିକା ନଦୀ ଗୁଡ଼ିକ ପାକିସ୍ତାନର ୨୫% ଜିଡିପିକୁ ସମର୍ଥନ କରନ୍ତି ଏବଂ ଦେଶର ଖାଦ୍ୟ ନିରାପତ୍ତା ବଜାୟ ରଖିବାରେ ଏକ ଅସ୍ତିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ଏପ୍ରିଲ ୨୨ ତାରିଖ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଭୂମିକାକୁ ଦୃଷ୍ଟିରେ ରଖି ଭାରତ ୬୫ ବର୍ଷ ପୁରୁଣା ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିଛି। ସିନ୍ଧୁ ଜଳ ଚୁକ୍ତି କ’ଣ? ଦେଶ ବିଭାଜନ ପରେ ପାକିସ୍ତାନକୁ ପ୍ରବାହିତ … Continue reading ପାକିସ୍ତାନର କଣ କ୍ଷତି କରିବ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ? ଜିଡିପିର ମେରୁଦଣ୍ଡ ସିନ୍ଧୁ ଅବବାହିକା ନଦୀ